ବର୍ଗ : ଐତିହାସିକ, ପ୍ରାକୃତିକ, ପ୍ରାକୃତିକ ସୌନ୍ଦର୍ଯ୍ୟ

ଦେଓଗାଓ ବ୍ଲକରେ ଅବସ୍ଥିତ ଭୀମ ଡ଼ୁଙ୍ଗୁରୀ ବଲାଙ୍ଗିର ଠାରୁ ମାତ୍ର 28 କି:ମି । ଯେଉଠାକୁ ପର୍ଯ୍ୟଟକ ସହଜରେ ନିଜସ୍ଵ ବହନରେ ଯାଇପାରିବେ । ଏହା ଏକ ପ୍ରାକୃତିକ ବଣ ପାହାଡରେ ଘେରା ମନୋରମ ସ୍ଥାନ ଯାହା ବଲାଙ୍ଗିର ପର୍ଯ୍ୟଟନ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ବହନ କରିଛି । ପୁରାତନ ପ୍ରାକୃତିକ ଗୁମ୍ଫା ଯାହା ପାହାଡର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବରେ ରହିଛି । ବସନ୍ତ ଋତୁରେ ଏହାର ପ୍ରାକୃତିକ ସୌନ୍ଦର୍ଜ୍ୟରେ ଭରା ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ମନମୁଗ୍ଦ୍ଧ କରିଥାଏ ।

ପ୍ରତିବର୍ଷ ଏଠାରେ କାର୍ତ୍ତିକ ପୁର୍ଣିମାରେ ସ୍ଥାନୀୟ ଲୋକେ ଗିରିଗୋବର୍ଦ୍ଧନ ପୂଜା ମହା ସମାରୋହରରେ ପାଳନ କରିଥାନ୍ତି । ଏହି ଅବସରରେ ଏଠାରେ ମେଳା ଓ ସଙ୍କିର୍ତନର ଆୟୋଜନ କରାଯାଏ । ବହୁସଂଖ୍ଯାରେ ସ୍ଥାନୀୟ ଲୋକେ ଏହାର ମଜା ଉଠାଇଥାନ୍ତି ।

ବିମାନ ମାର୍ଗରେ
ସ୍ଵାମୀ ବିବେକାନନ୍ଦ ଆନ୍ତର୍ଜାତୀୟ ବିମାନବନ୍ଦର, ରାୟପୂର (୨୦୧ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୨୪୮କି.ମି) । ଶିଳ୍ପ ସହର ଝାରସୁଗୁଡା (୧୭୯ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୩୫ କି.ମି.) ଠାରେ ଏକ ଏୟ

ସଡ଼କ ପଥରେ
ବଲାଙ୍ଗିର କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ । ବଲାଙ୍ଗିର ଠାରୁ ଭୀମ ଡୁଙ୍ଗୁରୀ ବସ କିମ୍ବା ଟେକସି ରେ ଯାଇ ପାରିବେ ।

ରେଳଗାଡ଼ିରେ
ବଲାଙ୍ଗିର କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ ।