ବଲାଙ୍ଗିର ଠାରୁ ଉତ୍ତରକୁ ୩୦ କି:ମି ଦୂରରେ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଏହା ଅବସ୍ଥିତ । ଏହା ପ୍ରାକୃତିକ ସୌନ୍ଦର୍ଜ୍ୟରେ ଭରପୁର ଏକ ମନୋରମ ଜଳଭଣ୍ଡାର । ଏହାର ତିନି ପାର୍ଶ୍ଵରେ ପ୍ରାକୃତିକ ଜଙ୍ଗଲ ଭାର ପାହାଡ ଘେରି ରହିଛି । ଯାହା ପର୍ଯ୍ୟଟକ ମାନଙ୍କୁ ପିକନିକ କରିବା ପାଇଁ ଆକର୍ଷିତ କରିଥାଏ । ନୂତନ ବର୍ଷର ବଣଭୋଜି ତଥା ସପ୍ତାହର ଅବସର ସମୟ ବିତାଇବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ।
ବିମାନ ମାର୍ଗରେ
ସ୍ଵାମୀ ବିବେକାନନ୍ଦ ଆନ୍ତର୍ଜାତୀୟ ବିମାନବନ୍ଦର, ରାୟପୂର (୨୦୧ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୨୪୮କି.ମି) । ଶିଳ୍ପ ସହର ଝାରସୁଗୁଡା (୧୭୯ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୩୫ କି.ମି.) ଠାରେ ଏକ ଏୟ
ସଡ଼କ ପଥରେ
ବଲାଙ୍ଗିର କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ । ବଲାଙ୍ଗିର ଠାରୁ ଗାଈଖାଇ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବସ କିମ୍ବା ଟେକସି ରେ ଯାଇ ପାରିବେ ।
ରେଳଗାଡ଼ିରେ
ବଲାଙ୍ଗିର କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ ।