ବର୍ଗ : ଧାର୍ମିକ

ବଲାଙ୍ଗିର ଠାରୁ ୨୫ କିମି ଦୂର ଉତ୍ତର ପୂର୍ବ ଦିଗରେ ଯୋଗୀଶର୍ଡା ଅବସ୍ଥିତ । ଯୋଗେଶ୍ଵର ଶିବ ମନ୍ଦିର ପାଇଁ ଏହି ସ୍ଥାନ ଖ୍ୟାତି ଲାଭ କରିଛି । ବିଶ୍ଵାସ କରାଯାଏ ଯେ , ଯୋଗେଶ୍ଵର ମହାଦେବ ଙ୍କୁ ପୂଜା କଲେ ଭକ୍ତର ସମସ୍ତ ଇଛା ପୂରଣ ହୋଇ ଥାଏ । ଯୋଗେଶ୍ଵର ମହାଦେବଙ୍କ ଲିଙ୍ଗ ସ୍ଵତଃ ଆବିର୍ଭାବ ହୋଇଥିବାରୁ ବାବା ଜୀବନ୍ତ ଇଶ୍ଵର ରୂପେ ପରିଚିତ । ଶିବରାତ୍ରୀ ସମୟରେ ବହୁ ଦୂର ଦୁରନ୍ତରୁ ଭକ୍ତଗଣ ନିଜର ଈପସିତ ବର ପାଇବା ପାଇଁ ଯୋଗେଶ୍ଵର ମହାଦେବଙ୍କ ପୂଜା କରିଥାନ୍ତି । ଶୀତଳ ଷଷ୍ଠିରେ ହାର-ପାର୍ବତୀଙ୍କ ବିବହୋସବ ମହାସମାରୋହରେ ଏଠୋରେ ପାଳନ କରାଯାଏ ।

ବିମାନ ମାର୍ଗରେ
ସ୍ଵାମୀ ବିବେକାନନ୍ଦ ଆନ୍ତର୍ଜାତୀୟ ବିମାନବନ୍ଦର, ରାୟପୂର (୨୦୧ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୨୪୮କି.ମି) । ଶିଳ୍ପ ସହର ଝାରସୁଗୁଡା (୧୭୯ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୩୫ କି.ମି.) ଠାରେ ଏକ ଏୟ

ସଡ଼କ ପଥରେ
ବଲାଙ୍ଗିର ଠାରୁ ଯୋଗୀଶର୍ଡା ବସ କିମ୍ବା ଟେକସି ରେ ଯାଇ ପାରିବେ ।

ରେଳଗାଡ଼ିରେ
ବଲାଙ୍ଗିର କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ ।