ବର୍ଗ : ଧାର୍ମିକ

ବଲାଙ୍ଗିର ଠାରୁ ଦକ୍ଷିଣକୁ ୩୮ କି:ମି ଦୂରରେ ମୁଖ୍ୟ ରାସ୍ତା ଉପରେ ସଇଁତଳା ଅବସ୍ଥିତ । ମହିଷମର୍ଦନୀ ରୂପେ ଦେବୀ ପୂଜା ପାଉଥିବା ଚଣ୍ଡୀ ମନ୍ଦିର ପାଇଁ ସଇଁତଳା ଗର୍ବିତ । ଏହି ମନ୍ଦିରଟି ଏକ ଛୋଟ ପଥର ପାହାଡ ଉପରେ ଦଣ୍ଡାୟମାନ । ବିଷ୍ଣୁଙ୍କ ଦଶାବତାର ଓ ମନ୍ଦିରର କବାଟରେ ଖୋଦିତ ଯମୁନଙ୍କ କୃତି ଏଠିକାର ଉଲ୍ଲେଖନୀୟ କଳା ଭାସ୍କର୍ଜ୍ୟକୁ ସୂଚିତ କରୁଅଛି ।

ବିମାନ ମାର୍ଗରେ
ସ୍ଵାମୀ ବିବେକାନନ୍ଦ ଆନ୍ତର୍ଜାତୀୟ ବିମାନବନ୍ଦର, ରାୟପୂର (୨୦୧ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୨୪୮କି.ମି) । ଶିଳ୍ପ ସହର ଝାରସୁଗୁଡା (୧୭୯ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୩୫ କି.ମି.) ଠାରେ ଏକ ଏୟ

ସଡ଼କ ପଥରେ
ବଲାଙ୍ଗିର କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ । ବଲାଙ୍ଗିର ଠାରୁ ସଇଁତଳା ଚଣ୍ଡୀ ମନ୍ଦିର ରେଳ ,ବସ କିମ୍ବା ଟେକସି ରେ ଯାଇ ପାରିବେ ।

ରେଳଗାଡ଼ିରେ
ବଲାଙ୍ଗିର କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ ।